ପ୍ରେମ ଉପରେ ଆଧାରିତ କବିତା ପ୍ରେମ ରେ କେମିତି ଦୁଃଖ ମିଳେ ପ୍ରତାରଣା ମିଳେ ଗଛ ଲଗାଇଲେ ମିଳେ ଫୁଲ ଫଳ ଯଦି ନମିଳିଲା ଫଳ ବାଟୋଇର ନିଶ୍ଚେ ମରିବ ଝାଳ । ଭାଗ୍ୟ ହାତେ ଦୋଳି କରମ ହାତରେ ଲଗାମ ରହିଛି କେବେ ମିଳେ କରତାଳି ଆଉ କେବେ ପୁଣି ଗାଳି । ଲେଖକ ଟିଏ ତା ଜୀବନରେ ହୁଏତ ଅଧିକ ଧନ ଅର୍ଜନ କରି ନପାରେ କିନ୍ତୁ ଯେଉଁ ସମ୍ମାନ ଟିକକ ମିଳେ ତାହା କୋଟିଏ ସମ୍ପତ୍ତିରୁ କମ୍ ନୁହଁ।

Oriya ମିଳେ Poems