ଚତୁର୍ଭୁଜ ଧାରି ତୁମେ ପାର୍ବତୀ ନନ୍ଦନ ପିତା ମାତାଙ୍କର ଅଟ ହୃଦର ଚନ୍ଦନ ।। ଚତୁର୍ଭୁଜ ଧାରି ତୁମେ ପାର୍ବତୀ ନନ୍ଦନ ପିତା ମାତାଙ୍କର ଅଟ ହୃଦର ଚନ୍ଦନ ।।
ଆହେ ମୂଷିକ ବାହାନ ପ୍ରଭୁ ଗଉରୀ ନନ୍ଦନ, ଭିକାରୀ ପରି ମାଗୁଛି ଦିଅ ମୋତେ ବିଦ୍ୟାଦାନ ଆହେ ମୂଷିକ ବାହାନ ପ୍ରଭୁ ଗଉରୀ ନନ୍ଦନ, ଭିକାରୀ ପରି ମାଗୁଛି ଦିଅ ମୋତେ ବିଦ୍ୟାଦାନ