ସରଳ ଚାରୁ ହସ ଗୋଲାପୀ ଗଣ୍ଡେ କନକ ସରୁ ହାର ଉରଜ ମଣ୍ଡେ । ସରଳ ଚାରୁ ହସ ଗୋଲାପୀ ଗଣ୍ଡେ କନକ ସରୁ ହାର ଉରଜ ମଣ୍ଡେ ।
ଆଞ୍ଜୁଳା ଆଞ୍ଜୁଳା ହାତେ ଧରି ସେ ଅବିର ତୁମ ଦେହେ ପ୍ରଭୁ ବୋଳିଦିଏ ବାରମ୍ବାର । ଆଞ୍ଜୁଳା ଆଞ୍ଜୁଳା ହାତେ ଧରି ସେ ଅବିର ତୁମ ଦେହେ ପ୍ରଭୁ ବୋଳିଦିଏ ବାରମ୍ବାର ।