ଜୟ ଜୟ ନାରାୟଣ ଜୟ ଜୟ ନାରାୟଣ
ସୁଖର ଦୁଃଖର ନଦୀ ବହେ ଦେହ ମନ ଭେଦି ଏ ଜୀବନେ ଝୁଲା ଝୁଲେ ଜନ୍ମ ଯଉବନ ଜରା ! ସୁଖର ଦୁଃଖର ନଦୀ ବହେ ଦେହ ମନ ଭେଦି ଏ ଜୀବନେ ଝୁଲା ଝୁଲେ ଜନ୍ମ ଯଉବନ ଜରା !