ଆକର୍ଷିତ କେବେ ବିକର୍ଷିତ କେବେ ଜୀବନ ତ କରିଥାଏ ସବୁରି ମଧ୍ୟରୁ ସାର ବାଛି ନେଇ ଖାଦ ଫିଙ୍ଗି ଦେଇଥାଏ ଆକର୍ଷିତ କେବେ ବିକର୍ଷିତ କେବେ ଜୀବନ ତ କରିଥାଏ ସବୁରି ମଧ୍ୟରୁ ସାର ବାଛି ନେଇ ଖାଦ ଫିଙ୍ଗି...
ତୁମ ଛଳନା, ତୁମ ପ୍ରତାରଣା ଭୋଦୁଅର ଖରା ଭଳି । ତୁମ ଛଳନା, ତୁମ ପ୍ରତାରଣା ଭୋଦୁଅର ଖରା ଭଳି ।
ନିଜର ଯୋଗ୍ୟତା ଜଣା ପଡ଼ିଗଲେ ଦିନେ ଅପଦସ୍ତ ହୁଏ | ନିଜର ଯୋଗ୍ୟତା ଜଣା ପଡ଼ିଗଲେ ଦିନେ ଅପଦସ୍ତ ହୁଏ |