ଚାଷୀ ଓ ଜୱାଦ ଚାଷୀ ଓ ଜୱାଦ
ଶସ୍ୟ ଶ୍ୟାମଳା ଓଡ଼ିଶାର ମାଟି ବାତ୍ୟାର ଉତ୍ପୀଡନେ ହୋଇ ଖିନଭିନ୍ ଦିଶେ ବିକଟାଳ ଶସ୍ୟ ଶ୍ୟାମଳା ଓଡ଼ିଶାର ମାଟି ବାତ୍ୟାର ଉତ୍ପୀଡନେ ହୋଇ ଖିନଭିନ୍ ଦିଶେ ବିକଟାଳ
ପ୍ରକୃତି ରାଣୀ ଯେ ହୋଇଛି ଅଶାନ୍ତ ଥରହର ତାର ଦେହ । ଭୟଙ୍କର ଋୂପ ନେଇଛି ଧରଣୀ ଛିଣ୍ଡାଇ ପ୍ରାଣୀଙ୍କ ମୋହ ।। ପ୍ରକୃତି ରାଣୀ ଯେ ହୋଇଛି ଅଶାନ୍ତ ଥରହର ତାର ଦେହ । ଭୟଙ୍କର ଋୂପ ନେଇଛି ଧରଣୀ ଛିଣ୍...