ପଣସ ଉପରେ ଝୁଲୁଚୁ ଚଢ଼ି , ଚଗଲାମି ତୋର ଗଲାଣି ବଢ଼ି । ପଣସ ଉପରେ ଝୁଲୁଚୁ ଚଢ଼ି , ଚଗଲାମି ତୋର ଗଲାଣି ବଢ଼ି ।
ଛଳଛଳ ଢଳଢଳ ନୀଳ ଆଖି ଦୁଇ ହସ ତାର ସତେ ଅବା ଅଙ୍କାବଙ୍କା ନଈ ଛଳଛଳ ଢଳଢଳ ନୀଳ ଆଖି ଦୁଇ ହସ ତାର ସତେ ଅବା ଅଙ୍କାବଙ୍କା ନଈ
ତୋ ଅଳି, ଅଝଟ ଅଭିମାନ ଆଉ କେତେ ମନଲୋଭା ଠାଣି , ଦେଖିକରି ତୋତେ ଖୁସିରେ ଡାକେ ମୁଁ ଆ' ଆ..ମୋ.... ତୋ ଅଳି, ଅଝଟ ଅଭିମାନ ଆଉ କେତେ ମନଲୋଭା ଠାଣି , ଦେଖିକରି ତୋତେ ଖୁସିରେ ଡାକେ ମୁଁ ଆ...