ଦୂତୀ କହିବୁ ଗୋ ଚିତ୍ତଚୋରାଙ୍କୁ ଏତେକ । ଗତ ସ୍ନେହ ହରି ଗଲେ ଦୂର କରି ଚିତ୍ତ ହୁଏ ଦକଦକ । ଦୂତୀ କହିବୁ ଗୋ ଚିତ୍ତଚୋରାଙ୍କୁ ଏତେକ । ଗତ ସ୍ନେହ ହରି ଗଲେ ଦୂର କରି ଚିତ୍ତ ହୁଏ ଦକଦକ ।
ଜାଳିଣ ମୁଁ ଜାଗର ପୂଜିଣ ଶିବା ହର ପାଇବି ସେ ନାଗର ତାଠାରୁ ସୁଆଦର ଦୀନକୃଷ୍ଣର ଗୀର ଭାଷନ୍ତି ବାରମ୍ବାର ମୋ କଣ୍ଠହାର... ଜାଳିଣ ମୁଁ ଜାଗର ପୂଜିଣ ଶିବା ହର ପାଇବି ସେ ନାଗର ତାଠାରୁ ସୁଆଦର ଦୀନକୃଷ୍ଣର ଗୀର ଭାଷନ୍ତି ...