ଦୋଷ ନ ସମଝି ରୋଷ କରଏ ଘୋଷ ତରୁଣୀ ରେ ତୋ ସମାନ ତ ନାହିଁ ଚାହିଁଲି କାହିଁରେ ଦୋଷ ନ ସମଝି ରୋଷ କରଏ ଘୋଷ ତରୁଣୀ ରେ ତୋ ସମାନ ତ ନାହିଁ ଚାହିଁଲି କାହିଁରେ
ମତ୍ତଗଜ ଗତି ହୋଇଣ ସୁମତି କରୁଥାଏ ସେ ସୁମନା, ବସନ୍ତ ରିତୁରେ ଝାଳଟିପି ଟିପି ଖରାବେଳେ ପାଣଇଅଣା ମତ୍ତଗଜ ଗତି ହୋଇଣ ସୁମତି କରୁଥାଏ ସେ ସୁମନା, ବସନ୍ତ ରିତୁରେ ଝାଳଟିପି ଟିପି ଖରାବେଳେ ପାଣଇ...