ତଳ ଉପର ଦେଖରେ ପିଲେ ଦୁଇଟି ପାତ୍ର ଅଛି ଉପର ପାତ୍ରେ ବାଲି ଭରିଲେ ତଳକୁ ଯିବ ଖସି। ତଳ ଉପର ଦେଖରେ ପିଲେ ଦୁଇଟି ପାତ୍ର ଅଛି ଉପର ପାତ୍ରେ ବାଲି ଭରିଲେ ତଳକୁ ଯିବ ଖସି।
ପତ୍ର ଝଡା ଦେଇ ପୁଣି ନୂତନ ଆଶାର ଲକ୍ଷ୍ୟ ରଖେ । ପତ୍ର ଝଡା ଦେଇ ପୁଣି ନୂତନ ଆଶାର ଲକ୍ଷ୍ୟ ରଖେ ।
ଯିଏ ତାକୁ ଜଗେ ଯେତେ, ଉପରକୁ ଉଠେ ସେତେ । ସମୟକୁ କଲେ ପୂଜା, ଉଡ଼ାଇବ ନିଜ ଧ୍ଵଜା । ଯିଏ ତାକୁ ଜଗେ ଯେତେ, ଉପରକୁ ଉଠେ ସେତେ । ସମୟକୁ କଲେ ପୂଜା, ଉଡ଼ାଇବ ନିଜ ଧ୍ଵଜା ।