ହରି ହରିଣୀକୁ ନେଲା ହୁଅଇ ପରତେ ଗୋ ସମ୍ଭାଳି ନୋହିଲେ ହେଁ ବିଚାର କଦାଚିତ୍ତେ ଗୋ, ହରି ହରିଣୀକୁ ନେଲା ହୁଅଇ ପରତେ ଗୋ ସମ୍ଭାଳି ନୋହିଲେ ହେଁ ବିଚାର କଦାଚିତ୍ତେ ଗୋ,
ଶିରରେ କିରୀଟ ଦେଖି ଦେଖୁଥିବ ଶ୍ରୀପାଦ ଧରି ସେ ମୁକତି ଲଭିବ ପାଇଲେ କିଙ୍କିଣୀ ନାଦ ଦେଖିବ ମସ୍ତକେ ତା ଶୋଭା... ଶିରରେ କିରୀଟ ଦେଖି ଦେଖୁଥିବ ଶ୍ରୀପାଦ ଧରି ସେ ମୁକତି ଲଭିବ ପାଇଲେ କିଙ୍କିଣୀ ନାଦ ...