ଟେକାଟେକି ମୋତେ କରି ନାନାମତେ ତୁମ୍ଭ କାମନା ପୁରିବ, ଟାଣଖୁଣ୍ଟା ଗୁରୁଜନ ଗଞ୍ଜନାରୁ ମୋ ପ୍ରାଣସଖି ସରିବ ହେ(3) ଟେକାଟେକି ମୋତେ କରି ନାନାମତେ ତୁମ୍ଭ କାମନା ପୁରିବ, ଟାଣଖୁଣ୍ଟା ଗୁରୁଜନ ଗଞ୍ଜନାରୁ ମୋ ପ୍ର...
ପାନ କରିନାହିଁ ନେତ୍ରେ ଆନ ମୁଖ ଶୀରିକି ସାନଲୋକ ଜାଣି ଶୁଣି ମାନକୁ ଆଚରିକି ପାନ କରିନାହିଁ ନେତ୍ରେ ଆନ ମୁଖ ଶୀରିକି ସାନଲୋକ ଜାଣି ଶୁଣି ମାନକୁ ଆଚରିକି