ଅସହାୟ ,ନିରୁପାୟ ହୋଇ ବିକିଦେବ ଆତ୍ମ ସ୍ଵାଭିମାନକୁ କିଛିଟା ଅର୍ଥପିପାସୁ , ଅସହାୟ ,ନିରୁପାୟ ହୋଇ ବିକିଦେବ ଆତ୍ମ ସ୍ଵାଭିମାନକୁ କିଛିଟା ଅର୍ଥପିପାସୁ ,
ଜ୍ଞାନୀ ପାଏନି ସମ୍ମାନ ଶ୍ରମ ଯେ କରେ ସେ ଦାଦନ ସରଳତା ର ଏଠି ହୁଏ ଦହନ ଜ୍ଞାନୀ ପାଏନି ସମ୍ମାନ ଶ୍ରମ ଯେ କରେ ସେ ଦାଦନ ସରଳତା ର ଏଠି ହୁଏ ଦହନ