କେହି ଜlଣେ ନାହିଁ ଏଇ ଜୀବନର ବ୍ୟଥା ... ମୁଁ ଯେ ସେଇ ଅଭାଗିନୀ ଚିର ଅଭିଶପ୍ତl କେହି ଜlଣେ ନାହିଁ ଏଇ ଜୀବନର ବ୍ୟଥା ... ମୁଁ ଯେ ସେଇ ଅଭାଗିନୀ ଚିର ଅଭିଶପ୍ତl
କଣ୍ଟକିତ ବ୍ରୁନ୍ତେ ଆଜି ନିର୍ମମ ବେଦନା ... ରକ୍ତ ଗୋଲାପ ଯେ ମୁହିଁ ଆଜି ଆନମନା ... କେବେ ସାଜେ ମୁହେଁ କୋଉ ... କଣ୍ଟକିତ ବ୍ରୁନ୍ତେ ଆଜି ନିର୍ମମ ବେଦନା ... ରକ୍ତ ଗୋଲାପ ଯେ ମୁହିଁ ଆଜି ଆନମନା ... ...