ତୁମେ
ତୁମେ
1 min
13.8K
ତୁମେ
ସୁବଳ ମହାପାତ୍ର
ଶୁଣୁଛ!!
ଥରେ ଯେବେ ଦେଖିଦିଏ ତୁମକୁ ,
ଲାଗେ ଯେମିତି ପୃଥିବୀର ସୁନ୍ଦରତମ ସୃଷ୍ଟିକୁ ଦେଖୁଛି,
ଭଗବାନ ଗଢ଼ିଛନ୍ତି କେତେ କାଳେ,
କେବଳ ମୋ’ରି ପାଇଁ I
ତୁମେ ସୁନ୍ଦର,ଏ ଦୁନିଆଁ ସୁନ୍ଦର ,
ସୃଷ୍ଟିର ସବୁ ତ ସୁନ୍ଦର,
କିନ୍ତୁ...
କାହିଁକି କେଜାଣି ଏକ ଉଜାଣି ସୁଅ ଉଠେ ଏ ହୃଦୟରେ,
କିଛି ପାଇବାର ଓ ନ ପାଇବାର ଦ୍ଵନ୍ଦକୁ ନେଇ,
ଯେତେବେଳେ ତୁମେ କୁହ "ଭଲପାଅ ବୋଲି",
ଭାବି ମୁଁ ପାରେନି, କଣ ଦେଇଛି ଆଜି ଯାଏ ତୁମକୁ ?
କେବଳ କିଛି ପ୍ରତୀକ୍ଷା, କଷ୍ଟ, ଅଭିମାନ, ରାଗ ରୁଷା ଭରା ଜୀବନ ଛଡା ।
--xx--
ସୁଵଳ ମହାପାତ୍ର
ଖଲାରୀ, ଅନୁଗୁଳ, ଓଡିଶା
(0)9376012500
email-Subal.mohapatra@gmail.com
ପଢନ୍ତୁ, ମଜା ନିଅନ୍ତୁ, ମତାମତ ଦିଅନ୍ତୁ.... ଜୟ ଜଗନ୍ନାଥ ....

