Rajashree Swain
Others
ଜାଣ,
ତୁମ ବିନା
ଭିଡ ଭିତରେ ବି ଖୁବ୍ ଏକା ମୁୁଁ
ଖରାବେଳେ,
ମୋ ସହରର ଗଳି ସବୁ ଖାଁ ଖାଁ ,
ଶୁନଶାନ୍ ଶୀତ ରାତିରେ
ଉଷୁମ ଲୁୁୁହରେ ଭିଜୁଥାଏ କମ୍ବଳ
ଅଥଚ ତୁମେ
.......
ବନ୍ଦ ଝର୍କା