STORYMIRROR

Balabanta Sahu

Others

2  

Balabanta Sahu

Others

ତୁ..

ତୁ..

1 min
2.3K


ମୁଁ ପଣ ଆଜି

ଭୁଲିଗଲିଣି

ଆମେ ପଣ ଆଜି

ଶିଖିଗଲିଣି..

ତୁ ଦେଇଥିବା ଲୁହରେ..।


ହଁ..!

ସେ ଲୁହ ତ ଶିଖାଇଛି

ବେଶ କିଛି

ଯାହା ବୋଧେ

ମୁଁ ଶିଖିପାରିନଥାନ୍ତି

କଉ ଗୋଟେ

ବୃହତ ବିଶ୍ୱବିଦ୍ୟାଳୟରେ...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍