STORYMIRROR

ରିଙ୍କି ପ୍ରଧାନ

Others

3  

ରିଙ୍କି ପ୍ରଧାନ

Others

ସୂର୍ଯ୍ୟାସ୍ତ

ସୂର୍ଯ୍ୟାସ୍ତ

1 min
201

ସୂର୍ଯ୍ୟ ନାଲି ଆକାଶ ନାଲି ସବୁକିଛି କେଡେ ନାଲି 

ସବୁଥାଇ କି ବି କବିର କଳ୍ପନା ଖାଲି।


ଲେଖିବା ପାଇଁ ପରିବେଶ ଟିଏ ମିଳିଯାଇଛି ବୋଲି

ଆଗ୍ରହ ଦେଖି କଲମ ମୁନରେ ରୂପ ତାଙ୍କ ଅଙ୍କିଦେଲି।


ତୁମ ରଙ୍ଗ ନାଲି ଧରଣୀ ରାଣୀ କୁ ଓଢୋଣାରେ ଢାଙ୍କିଦେଲି

ସୁନ୍ଦରୀ ରାଣୀ କୁ ଆକାଶ ରାଜା ଦେଖିବେ ଓଢଣା ଖୋଲି।


ସତରେ ଏ ଦୃଶ୍ୟ ଦେଖିବାକୁ ମିଳିଛି ସୁଯୋଗ ବୋଲି

ମନ ହଜିଗଲା ଭାବିପରିଲିନି ଦି ଧାଡିଏ ଲେଖିଦେଲି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍