STORYMIRROR

NIRMAL CHANDRA DAS

Others

3  

NIRMAL CHANDRA DAS

Others

ସ୍ଵପ୍ନ

ସ୍ଵପ୍ନ

1 min
114

ଦେଇଥିଲୁ ମନରେ ମୋ ଆଶା ଅସୁମାରୀ,


ଜାଣି ପାରିନଥିଲି ମୁଁ ରାତିଗଲେ ସରି,


ମନର ଆଶା ମୋର ମନେ ଯିବ ମରି,


ଯେତେ ଖୋଜିଲେ ବି ତୋତେ ପାଉନାହିଁ ଫେରି।


ସତେକି ସକାଳ ଆସିବା ପରେ ତୁ ଗଲୁ ମରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from NIRMAL CHANDRA DAS

ପାପ

ପାପ

1 min ପଢ଼ନ୍ତୁ

ମା

ମା

1 min ପଢ଼ନ୍ତୁ

ମା

ମା

1 min ପଢ଼ନ୍ତୁ