STORYMIRROR

NIRMAL CHANDRA DAS

Others

3  

NIRMAL CHANDRA DAS

Others

ମା

ମା

1 min
165

ଯେବେ ମାନେପଡେ ତୁ ନାହୁଁ

ବୋଲି ପରେ ନାହିଁ ଯମା ସାହି,

ମନର ବେଦନା ମନର ଭାବନା

କହାଆଗେ ପାରେନା କହି,

ପୁଅ ଟିଏ ହୋଇ ଭଙ୍ଗିତୁ ପଡୁଛୁ

କଳେ କିଏ ଦେବ କହି,

ମନର ଯନ୍ତ୍ରଣା ଯେତେ ଲୁଚେଇଲେ

ପରୁଛିକି ତାକୁ ରଖି,

ଯନ୍ତ୍ରଣା ସବୁକୁ ଲୁହ ଧାରା କରି

ଝରାଇ ଦେଉଛି ଏ ଅମାନିଆ ଆଖି।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from NIRMAL CHANDRA DAS

ପାପ

ପାପ

1 min ପଢ଼ନ୍ତୁ

ମା

ମା

1 min ପଢ଼ନ୍ତୁ

ମା

ମା

1 min ପଢ଼ନ୍ତୁ