NIRMAL CHANDRA DAS
Others
ପାପ କର୍ମ ସାପ ହୋଇ କରେ ମୋତେ ଗ୍ରାସ,
ମିଛେ କାହିଁ କାହାକୁ ଦେବୀ ମୁଁ ଦୋଷ ,
ମୋ ମନ୍ଦ କର୍ମ ଆଜି କଲା ମୋତେ ଶେଷ,
ସବୁ କିଛି ବୁଝିବି ମିଛେ ଦିଏ କର୍ମ ଦୋଷ।
ନାହିଁ ମୋର ମନେ ଏବେ କିଛି ଅବଶେଷ ।
ପାପ
ସ୍ଵପ୍ନ
ମା