NIRMAL CHANDRA DAS
Others
ଜୀବନ ସାଜିଛି ମରୁଭୂମି ମୋର
ସୃତି ତୋ ମାୟା ମରୀଚିକା,
ମରୀଚିକା ପଛେ ଧାଇଁ ଧାଇଁ ମା
ଲାଗିଲାଣି ଭାରି ଥକା,
କେଜାଣି କେମିତି ଈଶ୍ୱର କୃପାରୁ
କେବେ ପୁଣି ହେବ ଦେଖା,
ମାୟା ଦୁନିୟାରେ ବଞ୍ଚୁଛି ଲୋ ମା
ତୋ ବିନା ଏକା ଏକା ,
ଯମକୁ କହଲୋ ମତେ ନେଇଯିବ
କରିବି ମୁଁ ତୋତେ ଦେଖା।
ପାପ
ସ୍ଵପ୍ନ
ମା