STORYMIRROR

Laxmi kanta Majhi

Others

3  

Laxmi kanta Majhi

Others

ରଙ୍ଗ ତୁଳି

ରଙ୍ଗ ତୁଳି

1 min
240


ସତେ ପ୍ରକୃତି ର ରଙ୍ଗ ବଡ଼ ବିଚିତ୍ର

ଚିତ୍ର, ବୈଚିତ୍ର ସହ ଅନେକ ବିବିଧତା

ସମସ୍ତେ ଯେମିତି ଆଙ୍କି ଚାଲିଛନ୍ତି ଚିତ୍ର


ଚିତ୍ର ପୁଣି ସଫଳତା, ପୁଣି କେବେ ବିଫଳତା

ହାତେ ଧରି ତୁଳୀ

କିଏ କରେ ରଙ୍ଗୀନ,କାହାର ଭରି ଥାଏ ବାସ୍ତବତା


ସ୍ରଷ୍ଟା କଂ ସୃଷ୍ଟି ରହସ୍ୟମୟ

କଣ ତୁଳୀ ରେ ଜୀବନ ଦେଇ ହବ?

ନିର୍ଜୀବ କଣ ସଜୀବ ହେବ

କିନ୍ତୁ ସତ୍ୟତା ସତ୍ୟମୟ 


ରଙ୍ଗ ଭରା ଦୁନିଆ

କେତେ ଯେ ରଙ୍ଗ ରହିଛି

ସବୁକୁ ଧରି ରଖିବା କଷ୍ଟ 

ସାମଞ୍ଜସ୍ୟ କିନ୍ତୁ ଲାଗେ ଭାରି ନିଆରା 


ସୁନ୍ଦର ରଙ୍ଗ ଏ ମାଟି

ଗଛ ଲତା ବାନାନୀ ସୁନ୍ଦର

ରଙ୍ଗହୀନ ପାଣି ବି ସୁନ୍ଦର

ଧନ୍ୟ ପ୍ରକୃତିରାଣୀ କୋଉଠୁ ଆଣୁଛି ସାଉଁଟି ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍