ପ୍ରଗତି ପଥେ
ପ୍ରଗତି ପଥେ
1 min
210
ପ୍ରତି ପ୍ରଭାତରେ ସୁରୁଜ ଉଅଂଇ
କଅଁଳ କିରଣ ସାଥେ
ଅନ୍ଧକାର ଚିରି ଉଜ୍ୱଳିତ ହେବା
ପ୍ରଗତି ଆଲୋକ ପଥେ ||
ପ୍ରତି ପ୍ରଭାତରେ ସୁରୁଜ ଉଅଂଇ
କଅଁଳ କିରଣ ସାଥେ
ଅନ୍ଧକାର ଚିରି ଉଜ୍ୱଳିତ ହେବା
ପ୍ରଗତି ଆଲୋକ ପଥେ ||