Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nibedita Mahapatra

Children Stories Children

4.0  

Nibedita Mahapatra

Children Stories Children

ଫନି

ଫନି

1 min
11


କୌତୁକିୟା ଆମ କୁକୁର ଛୁଆ

ନାଁଟି ତାର ଫନି 

ନାମ ରେ ଯେମିତି କାମ ରେ ସେମିତି

ସୈତାନ୍ ର ସେ ନାନୀ

ମୁହଁ ଟି ତାର ଭାରି ସୁନ୍ଦର 

କଣ୍ଢେଇ ପରିକା ଲାଗେ

ଆଖିରେ ତାର କଜ୍ଜଳ ଧାର

ବିଜୁଳି ପରିକା ସେ ତୀବ୍ର

ଦେଖିଲେ ଥରେ ଚେହେରା ତାର 

ଫେରାଇ ହୁଏନା ମନ

ସୁନ୍ଦର ଆମ କୁକୁର ଛୁଆ 

ଏଇ ତାର ରୁପବର୍ଣ୍ଣ

ଆମ ସାଥେ ଖାଏ

ଆମ ସାଥେ ଖେଳ

ଏଇତ ତାହାର ସୁଖ

କିଛି ନ କହିଲେ ବି 

ମନେ ବୁଝି ଯାଏ

ତା ମାଲିକର ଦୁଃଖ

ଗାଡି ର ଶବ୍ଦ ଶୁଣି ଦେଲେ ଥରେ

ତା ମନ ହୋଇଯାଏ ଅଥୟ

ଖୁସି ରେ ସିଏ ଡ଼ିଆଁ ମାରି ଥାଏ

ନ ମାନି ବନ୍ଧ ବାଡ

ଯେତେ ଦୁଃଖ ଥିଲେ ତା ମୁଁହ ଚାହିଁଲେ

ଭୁଲି ହେଇଯାଏ ଦୁଃଖ

ଦୁନିଆଁରେ ଆଉ ବଡ କିଛି ନାହିଁ

ଏଇତ ପରମ ସୁଖ

ଆମ ମନରେ ଖୁସି ଦେବା ପାଇଁ

ଭଗବାନ ଙ୍କ ସେ ଏକ ଦାନ

ରଖିବୁ ସମ୍ଭାଳି ନିଜର କରି

ଏଇତ ଆମର ପୁଣ୍ୟ।



Rate this content
Log in