STORYMIRROR

Kumar Sivaprasad

Others

2  

Kumar Sivaprasad

Others

ଓଁ ସାଇରାମ୍

ଓଁ ସାଇରାମ୍

1 min
719


ହେ ଈଶ୍ବର

ଆଖିରୁ ଝରେଇ ଲୁହର ଧାର

କାନ୍ଦି ନାହିଁ କେବେ ମଥାକୁ ବାଡେଇ

ମନ୍ଦିରକୁ ଯାଇ ଦୁଆରେ ତୋର

ବଖାଣିନି କେବେ ହୃଦୟ ବେଦନା

ଦେଖେଇନି ଫଟାକପାଳ ମୋର

ସେ ପାଇଁ କି କିଆଁ କର ଏତେ ସରି

ନ ବୁଝ କ୍ଷତାକ୍ତ ଅନ୍ତର ଠାର

ଭକତି ଚିତ୍ତରେ କରଇ ମିନତୀ

ଭଲଭାବେ ବିଭୁ କର ବିଚାର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍