STORYMIRROR

Kumar Sivaprasad

Others

2  

Kumar Sivaprasad

Others

ମହାବୀର ଅଭିନନ୍ଦନଭାଇଙ୍କ ପାଇଁ ପଦେ

ମହାବୀର ଅଭିନନ୍ଦନଭାଇଙ୍କ ପାଇଁ ପଦେ

1 min
321


ଅଭିନନ୍ଦନ ତାଙ୍କୁ ଅଭିନନ୍ଦନ

ହୃଦୟରୁ ତାଙ୍କୁ ସମ୍ମାନ

କିଏ ହେବ କୁହ ତାଙ୍କ ସହ ସମାନ

ସେ ପରା ଆମ ଭାରତ ମାଆ ର

ଯୋଗ୍ୟ ସନ୍ତାନ !!


ସନ୍ତାନ ଅଟଇ ସେହି ମହାବୀର

ବାୟୁ ସେନାର ଯେ ମହା ଅଧିନ

ସାହାସ ତାଙ୍କର ଦୃଢ଼ ସଂକଳ୍ପ

ଲେଖୁଛି ଗୋଟିଏ ତାଙ୍କ ପାଈଁ ଗଳ୍ପ

ଇତିହାସରେ ଯେ ଲେଖା ତାଙ୍କରି ନାମ !!


ଶତ୍ରୁର ସଂହାର ନିମିତ୍ତ ପାଇଁ

ଆଗେଇ ଚାଲିଲେ ଅଭିନନ୍ଦନ ଭାଇ

ଏବେ ସେ ବନ୍ଦୀ ତାଙ୍କ ଦେଶେ ଯାଇଁ

ଭାରତ ମାଆ ର ମନ ବୁଝୁନାଈଁ

ଶାରା ଦେଶ ବାସୀ ଝୁରି ହୁଏ

ତାଙ୍କରି ବିରତ୍ୱ ପାଇଁ !!


ଫେରିବେ ଆଜିସେ ଭାରତ ମାଟିକୁ

ଖୁସିରେ ଲାଗୁନି ପାଦ

ସଭିଙ୍କ ମନରେ ଉତ୍ସାହ ଫୁଟିବ

ଦେଖି ବିଜୟର ଗାନ !!


କୁମାର ଶିବପ୍ରସାଦ

ଭଦ୍ରକ , ମାଳଦା

Writing By- Kumar Sivaprasad


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍