ଅଦଳକୁ ବଦଳ
ଅଦଳକୁ ବଦଳ
1 min
361
ହାଏ ହାଏ ରେ ମୂର୍ଖ ପାକିସ୍ତାନ
ଏବେ ଏବେ ଜାଣିଲୁ ଟି
ଭାରତର ଦଣ୍ଡ ବିଧାନ
ଏକାକେ ମାରିଲେ 12 Ak 47
ଦେଶ ତୋର ହୋଇଲା ଛତ୍ର ବିଛିନ୍ନ !!
ଶାନ୍ତିର ଦେଶକୁ କରିଥିଲୁ ତୁ ନଜର
ଛୁପିକି ମାରିଲୁ ଗୁଳି ପଥର
ରକ୍ତ ଜୁଡୁ ବୁଡୁ ଦେହ ତାଙ୍କର
ସହୀଦ ହେଲା ସେଦିନ
ତାଙ୍କ ଆତ୍ମା ଶରୀର
ସେ ଥିଲେ ପରା ଆମ ଭାରତ ମାଆ ର
ଯୋଗ୍ୟ ସନ୍ତାନ !!
40 ବଦଳରେ ତିନିଶହ ମୁଣ୍ଡ
ହୋଇଲା ଯେ ଖଣ୍ଡ ବିଖଣ୍ଡ
ଏବେଠୁ ତୁ ଜାଣିରଖ
ଏ ତ ଥିଲା ତୋ ପାଇଁ ମାମୁଲି ଦଣ୍ଡ
ଆଗକୁ ଲାଗିଲେ ସିଧା ତୋ
ଘରେ ପଶି କରିବୁ ଖଣ୍ଡ ଖଣ୍ଡ !!
ଦମ୍ ଅଛିତ ସାମ୍ନାରେ ଯୁଦ୍ଧ କର
ଦେଖିବି ତୋ ପାୱାର
ପଛରୁ ନ କରି ତୁ ଆଗରୁ କର
ଇତିହାସରେ ଲେଖା ଯେ
ନାମ ତୋହର
ତୁ ଚୋର ତୋତେ ଧିକାର !!
~ Kumar Sivaprasad ~
ଭଦ୍ରକ , ମାଳଦା
Jay hind
