STORYMIRROR

Chandra Sahu

Others

2  

Chandra Sahu

Others

ନିଝୁମ ରାତିରେ

ନିଝୁମ ରାତିରେ

1 min
2.7K


ନିଝୁମ ରାତି ରେ ଚନ୍ଦ୍ରମା ସାଥୀରେ ତୁମ ସ୍ମୃତି ଆସେ ଫେରି କଥାରେ କଥାରେ ଛାଡି ଚାଲିଗଲ ଝୁରଇ ମନ ଚକୋରୀ ଖାଲି ପଡିଅଛି ତୁମ ସିଂହାସନ ଭରିବ ତାକୁ କେ କୁହ ତୁମେ ମୋ ପ୍ରଥମା ଆଗୋ ପ୍ରିୟତମା ଶୁଖୁନି ଆଖିରୁ ଲୁହ। . . . . . . . . . . . . . . . ଚନ୍ଦ୍ର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍