Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sagar Pradhan

Others

2  

Sagar Pradhan

Others

ମୁଁ ଓଡ଼ିଆ ମୋ ଭାଷା ବଢିଆ

ମୁଁ ଓଡ଼ିଆ ମୋ ଭାଷା ବଢିଆ

1 min
318



ନିଜକୁ ଯଦି ମୁଁ ପଚାରେ ପ୍ରଶ୍ନ

ମାତୃଭାଷା ମୋର କିଏ

ହୃଦୟ ଅନ୍ତରୁ ହୁଏ ପ୍ରତିଧୋନି

ପରିଚୟ ଦେଲା ଯିଏ

ଯାହାକୁ ତୁ ଦିନେ ମାତୃ ମୂଖୁ ଶୁଣି

କହିଲୁ ମନର କଥା

ହସି ଖେଳି ସାଙ୍ଗ ସାଥି ର ମେଳରେ

ଭୂଲିଲୁୁ ମନର ବ୍ୟଥା

ବିଦ୍ୟା ର ଆରମ୍ଭ ସିଲଟ ଖଡ଼ି ରେ

ଯାହାକୁ ତୁ ଲେଖି ଥିଲୁ

ମାତୃଭାଷା ପରା ଅଟ ଇ ତୋହର

ଆଜି ତାକୁ ଭୁଲି ଗଲୁ..


Rate this content
Log in