STORYMIRROR

bibhu parida

Others

2  

bibhu parida

Others

ମୋ ସାଧବ ବୋହୁ

ମୋ ସାଧବ ବୋହୁ

1 min
16.5K


ପହିଲି ବରଷା ପରେ

ଭିଜା ଭିଜା ମାଟି

ଘାସ ଫୁଲରୁ ଘାସ ଫୁଲ ଯାଏ

ଥିରି ଥିରି ଚାଲେ ମୋ ସାଧବ ବୋହୁ ।। ।।

ନାଲି ପାଟ ଶାଢ଼ୀ ପିନ୍ଧି

ପାଦରେ ଅଲତା ନାଇ

ମଥାରେ ଓଢଣା ଦେଇ

ଥିରି ଥିରି ଚାଲେ ,ମୋ ସାଧବ ବୋହୁ ।। ।।

ପାଦେ ପାଦେ ତାର ଶିରୀ

ଭାରି ସୁକୁମାରୀ

ଅଧରେ ହସ ଭରି

ଥିରି ଥିରି ଚାଲେ ମୋ ସାଧବ ବୋହୁ ।। ।।

ପ୍ରିୟ। ତାର କାହିଁ ଦୁରେ

ଦୂର ଦେଶ ବିଦେଶରେ

ତା ସୁଖ ମନାସି ଥରେ

ଥିରି ଥିରି ଚାଲେ ମୋ ସାଧବ ବୋହୁ ।। ।।


Rate this content
Log in