Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pankajabasini Mohanty

Others

3  

Pankajabasini Mohanty

Others

ମୋ କାବ୍ୟ ନାୟିକା

ମୋ କାବ୍ୟ ନାୟିକା

1 min
730


ମଧୁ ମାଳତୀ 

ହୃଦୟର ଲଫପାରେ 

ସାଇତିଛି ତୁମକୁ I


ତମେ ହସକୁରି ମୁହଁଟିଏ 

ହସିଲେ ଝରିପଡ଼େ ମୁକ୍ତା 

କାନ୍ଦିଲେ ଲୁଣିପାଣି ପି ଯାଏ ଓଠ I


ଖୋଜିଲା ଭିତରେ ହଜିଗଲେ 

ଲକ୍ଷ୍ୟଚ୍ୟୁତ ହୁଅ 

ସ୍ୱପ୍ନର ମାଟି ଘରେ 

ରୁଣୁ ଝୁଣୁ ପାଉଁଜି 

ଅଳତାର ଦାଗ I


କେତେ ପ୍ରତିଶୃତି 

ଆଞ୍ଜୁଳା ଭର୍ତ୍ତି ସ୍ନେହ 

ଇନ୍ଦ୍ରଧନୁ ସାତରାଙ୍ଗ 

ମଧୁର ଆଳାପ 

କେତେ କଣ୍ଟକବାଲା I


ଶୀତୁଆ ସକାଳ 

ଭାବୁଛି ପଚାରିବି 

ପଚାରି ପାରୁନି 

ଅକୁହା ପ୍ରଶ୍ନଟିଏ 

ତୁମେ ମୋ "କାବ୍ୟ ନାୟିକା" ?



Rate this content
Log in