STORYMIRROR

Pankajabasini Mohanty

Others

3  

Pankajabasini Mohanty

Others

ବସୁମତୀ ସ୍ନାନ

ବସୁମତୀ ସ୍ନାନ

1 min
192

ଆକାଶେ ପୃଥିବୀ 

ମେଘ ମଲ୍ହାରେ ନିନାଦିତ 

ସ୍ନିଗ୍ଧ ଉଷା କାଳେ 

ରଜସ୍ବଳା "ବସୁମତୀ" 

ଭିଜିବ ସର୍ବାଙ୍ଗ 

କେଶେ ମଥା ଘସା 

ହଳଦୀ ସ୍ନାନ 

ସୁରମ୍ୟ ରମଣୀ 

ମଥାରେ ସିନ୍ଦୁର 

କଜ୍ଵଳେ ମୃଗନୟନୀ 

ଅପୂର୍ବ ଶିହିରଣ 

ସ୍ବର୍ଣIଭ ବାସ୍ନା 

ହୁଳହୁଳି ଶବ୍ଦେ ପ୍ରତିଧ୍ଵନି 

ଚାଷୀ ଚାତକେ 

ବିଜ ବପନେ 

ପୂର୍ଣ୍ଣଗର୍ଭା ହେବ "ବସୁମତୀ" 

ତ୍ୟାଗମୟୀ 

ପବିତ୍ର ମା "ବସୁମତୀ"

ତୁ ଉତ୍କଳ କମଳା.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍