STORYMIRROR

Anju Behera

Others

3  

Anju Behera

Others

ମୋ ବଡ଼ଭାଇ

ମୋ ବଡ଼ଭାଇ

1 min
205

ଏ ଦୁନିଆ ବଡ଼ ସ୍ୱାର୍ଥପର

ପର ନୁହନ୍ତି ସେ ଆପଣାର

ସ୍ନେହ ରେ ଡାକନ୍ତି ମୋତେ ସୁଇଟି

ବଡ଼ ନୁହେଁ ତାଙ୍କ ପାଇଁ ଡ୍ୟୁଟି

ସେ ମୋ ସୁଖ, ଦୁଃଖ ରେ ଭାଗ ନିଅନ୍ତି

ସର୍ବଦା ମୋ ସଙ୍ଗେ ସଙ୍ଗେ ରୁହନ୍ତି

ବାପାଙ୍କ ପରି କରନ୍ତି ଆଦର

ସଭିଙ୍କୁ କରନ୍ତି ଆପଣାର

ନୁହନ୍ତି ସେ ସ୍ୱାର୍ଥପର

ଅଟନ୍ତି ବଡ଼ ଉଦାର

ମନରେ ନାହିଁ ତାଙ୍କ କ୍ଳେଶ

ନିର୍ମଳ ଭାବନା ଭରିଅଛି ଅଶେଷ

ତାଙ୍କପରି ଏ ଦୁନିଆରେ ନାହାନ୍ତି କେହି

ସେ ମୋ ବଡ଼ଭାଇ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍