STORYMIRROR

Priyadarsini Dash

Children Stories Others Children

3  

Priyadarsini Dash

Children Stories Others Children

ମା

ମା

1 min
421


ତୋ କୋଳ ଛାଡ଼ିବା ପରେ ହିଁ ଦେଖିଛି

  ସତ ମିଛ ର ଏ ଦୁନିଆ କୁ

ତୋ ହାତ ଛାଡ଼ିବା ପରେ ହିଁ ଜାଣିଛି 

  ହସ ଲୁହର ଏ ସଂସାରକୁ ।


         ତୋ ଡାକ ଶୁଣିବା ପରେ ହିଁ ବୁଝିଛି

           ତା ଠାରୁ ମଧୁର ନାହିଁ କିଛି

         ତୋ ଛୁଆଁ ପାଇବା ପରେ ହିଁ ଭାବିଛି

           ସେହି ଅନୁଭବ ସବୁ କିଛି ।


Rate this content
Log in

More oriya poem from Priyadarsini Dash