ଲୁହ
ଲୁହ
1 min
187
ସେ ଖୁବ୍ ସ୍ଵାର୍ଥପର
ସେ ନିର୍ବୋଧ ଅଭିମାନିନୀୀ
ଲକ୍ଷ୍ୟ ନଥିବା ଅଜଣା ତଟୀନୀ
ଅମାନିଆ ପରିିିି ବହୁଥାଏ
ବହି ବହି ଶୁୁଖିଯାଏ ।
ଦିଶେ ତାର କୋମଳ ଫୁଲ ରେ
ଯାହା ପାାଇଁଁ ଜନ୍ମ ତାର ମୁକ୍ତପରି ତନୁ
ନ ଦେଖି ତାକୁ ସେେ ଝୁରି ଶୁଖିଯାଏ
କିନ୍ତୁ ପୁଣି ଜନ୍ମ ନେଇ ବହିଯାଏ ।
କାହା ପାଇଁସେ ପୁୁୁୁଣି ନିଷ୍କପଟ ଶିଶୁ
ବୃଥା ଅଳି କରି ଝରାଏ ସେ ଲହୁ
କାରଣ ସେେ ସ୍ବାର୍ଥପର
ଅଜଥା ଅବାଞ୍ଛିତ ଭାବେ
ଅଜଣା ସ୍ବାର୍ଥ ରଖି
ଦୁଃଖ ସାଥିରେ ସେ ହେଇଥାଏ ଦୁୁଃଖି ।
ତଥାପି ଭାବିିିିଥାଏ ମୁଁ
ସବଦା ଥାଏ ସେ ମୋ ସାଥେ
ପ୍ଲାବିତ କରିଥାଏ ସେ ବନ୍ଧା ଜୀବନକୁ ।
କେହି ଯଦି ମନେ ଦିଏ ଆଘାତ
ହୃଦୟ ରୁୁ ଉଡିଯାଏ କୋହ
ବହିଯାଏ ସେ ଲୁହ ।
ହୃଦୟ ରୁ ଝରାଉ ଥିବା ଲୁହ
ଜଗତରେ ସେ ଭୀରୁ
ମୁକ୍ତତାା ଠାରୁ ମୂଲ୍ୟବାନ
ଅଟେ ସେ ଅଶ୍ରୁ ।
