STORYMIRROR

Sweta dash sona

Others

3  

Sweta dash sona

Others

ଖୁସି

ଖୁସି

1 min
290

ଆସିଥିଲା ଦୁଃଖ ଚାଲିଗଲା ଛଡା

ମନରେ ଦେଲା 6ସ ଆପାର ଆନନ୍ଦ।

ଖୁସି ଟିକେ ବୁଲୁଥିଲି ଆଜି 

ରଖି ମନେ ଯେତେ ଦ୍ଵନ୍ଦ୍ୱ।


ଅଧା ଥିଲା ଦୁଃଖ ରାଇଜରେ 

ଜହ୍ନ ଦେଲା ଆସି ଶଶୀ।

ବାରବାର ବୁଲି ବାରୁଥାଏ ଆଜି

ମିଳିଗଲା ସେ ଖୁସି।


ଖୁସି ପାଇବାଟା ଏତେ ସହଜ ନୁହେଁ

କହିଦେଲେ ମିଳିଯିବ ।

ଯେତେ ଚେଷ୍ଟା କଲେ ମଧ୍ୟ

ଦୂରେଇ ଦୂରେଇ ଯାଉଥିବ।


ଖୁସି ପାଇଁ ଯେତେ ଅଧିର‌ ହେଲେ

ମୁହଁ ପାଖେ ବୁଲେ ଦୁଃଖ।

ସବୁ ସରିଯାଇ ଶେଷେ କିଛି ତ ନଥାଏ

ଦୁଃଖ ସରି ଆସେ ହସ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sweta dash sona

ମା

ମା

1 min ପଢ଼ନ୍ତୁ

ଲୁହ

ଲୁହ

1 min ପଢ଼ନ୍ତୁ

ଖୁସି

ଖୁସି

1 min ପଢ଼ନ୍ତୁ