Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

MANOJ KUMAR PATRA

Children Stories Comedy Crime

3.4  

MANOJ KUMAR PATRA

Children Stories Comedy Crime

ଲାଉ

ଲାଉ

1 min
189


ହଇରେ ଲାଉ ତୋର୍ କେଡେ ଭାଉ

ଟେକିଟାକି ଦେଲେ ଉପର୍ କେ ଯାଉ,

ହଇରେ ଲାଉ ତୋର କେଡେ ଭାଉ ।


ଖତ୍ ସାର୍ ପାଏନ୍ ଥି ସଲ୍ ସଲେ ଯାଏସୁ ବଢି,

ଛଟ୍ ପଟେ କରି ବାଟ୍ ଖୁଜୁଥିସୁ ଉପର୍ କେ

ଯିବାର୍ ଲାଗି ଚଢି,

ରାଏଞ୍ଜ୍, କାନ୍ଥ୍, ଜାଲିକେ ସିଡି ବନେଇ ଥଉ,

ହଇରେ ଲାଉ ।


ଖପର୍ ଉପରେ ଖିଲ ଖିଲେ ଯାଏସୁ ମୁହୁଁ ମାଡି,

ଦେହେଟା ତ ଲତୋପତୋ ଫଲ୍ ଟା ଗୁଦା ଆରୁ

ଲମ୍ ଗୁଜୁରୁ ହେଇଥିସି,

ନୁନ୍ ମସଲା ଲାଗଲେ ତୁନ୍ ସୁଆଦ୍ ବନିଥଉ,

ହଇରେ ଲାଉ ।


ରୋଗର୍ ଭିତରେ ବି.ପି.ପାଚନ୍ କ୍ରିୟା ଆରୁ ମେଦ୍

ଇତାର୍ ରସ୍ କେ ପିଇଲେ ରୋଗ୍ ଭାଗ୍ ସି

କହିଛନ୍ ବାବା ରାମଦେବ,

କାମ୍ କରା ମାନଙ୍କର ଲାଗି ତୁଇ ତୁମା ବନିଥାଉ,

ହଇରେ ଲାଉ ।


Rate this content
Log in