Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

MANOJ KUMAR PATRA

Children Stories Comedy Action

3.6  

MANOJ KUMAR PATRA

Children Stories Comedy Action

କୁନ୍ଦୁରୁ

କୁନ୍ଦୁରୁ

1 min
148


ତୋର୍ ନାମ୍ କୁନ୍ଦୁରୁ ଦିଶୁଥିସୁ ବଡା ସୁନ୍ଦୁରୁ

ଚକା ମୁହୁଁ ଲେଖେଁ ଧଲାଫୁଲ୍ ତୋର୍ ହେଇଛୁ ଲମ୍ ଗୁଜୁରୁରେ ।

ତୋର୍ ନାମ୍ କୁନ୍ଦୁରୁ ଦିଶୁଥିସୁ ବଡା ସୁନ୍ଦୁରୁ ।

ଲହ ଲମେଇ ବାରି ଝଣ୍ଟାଥି ମାଡିଥିସୁ ଗାଁ ଘରେ,

କେତେ ପ୍ରକାର ତୁନ୍ ତତେ ବନାସନ୍ ଦେଶ୍ ବିଦେଶରେ ।

ବୈଜ୍ଞାନିକ ନାମେ କୋକିନିଆ କର୍ଡିଫୋଲିଆ,

ଇଂରାଜୀଥି ଇଭିଗାର୍ଡ ବୋଲାସୁ ହେସୁ ଗୁନ୍ କାରିଆ।

ହେଲେ ତୁଇ କାଣା ନାଇଁ କରୁ,

ତୋର୍ ନାମ୍ କୁନ୍ଦୁରୁ ଦିଶୁଥିସୁ ବଡା ସୁନ୍ଦୁରୁ

ଚକା ମୁହୁଁ ଲେଖେଁ ଧଲାଫୁଲ୍ ତୋର୍ ହେଇଛୁ ଲମ୍ ଗୁଜୁରୁରେ ।

ତୋର୍ ନାମ୍ କୁନ୍ଦୁରୁ ଦିଶୁଥିସୁ ବଡା ସୁନ୍ଦୁରୁ

ଔଷଧର ଗୁନ୍ ଭରିଛେ ତୋର୍ ଠାନେ ତୁଇ ଗରିବର ସାହା

ଫାଇବର ଲାଗିର୍ ହଜମ୍ କରାସି, କମାସି ଓଜନ୍ କେ ଯାହା ।

ଭିଟାମିନ୍-ଏ ଆରୁ ସି ବଢାସି ଇମ୍ଯୁନ୍ ସିଷ୍ଟମ୍, କମାସି ଡିପ୍ରେସନ୍,

ତାର ସଙ୍ଗେ ଆଣ୍ଟି ଅକ୍ସିଡେଣ୍ଟ ଠିକ୍ ରଖିଥିସି ନର୍ଭସ ସିଷ୍ଟମ୍।

ତୋତେ କାଏଞ୍ଜେ କହେସନ ନିର୍ବୁଦ୍ଧିଆ

ତୁଇ ଜାନି ନାଇଁ ପାରୁ;

ତୋର୍ ନାମ୍ କୁନ୍ଦୁରୁ ଦିଶୁଥିସୁ ବଡା ସୁନ୍ଦୁରୁ

ଚକା ମୁହୁଁ ଲେଖେଁ ଧଲାଫୁଲ୍ ତୋର୍ ହେଇଛୁ ଲମ୍ ଗୁଜୁରୁ ରେ

ତୋର୍ ନାମ୍ କୁନ୍ଦୁରୁ ଦିଶୁଥିସୁ ବଡା ସୁନ୍ଦୁରୁ ।


Rate this content
Log in