ଜୀବନ ପଥେ
ଜୀବନ ପଥେ
1 min
6.8K
ଜୀବନ ପଥେ
-------
ଦୁଃଖ ପରେ ସୁଖ ଆସେଲୋ ସଜନି
ରାତି ପରେ ପୁଣି ଦିନ
ତୁ ଆଜି ଅଛୁ, କାଲି ବି ରହିବୁ
ତୋ ପାଖେ ଅଛି ମୋ ମନ ||
ଦେହ ପୁଷ୍ପେ ତୋର ମଧୁମକ୍ଷି ହେବି
ସେମିତି ମଣିଷ ନୁହେଁ
ମନ ବଗିଚାରେ ମାଳିଟିଏ ସାଜି
ସଦା ରହିବାକୁ ଚାହେଁ ||