Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Udaya Marndi

Others

3  

Udaya Marndi

Others

ଜଗା ଦର୍ଶନ

ଜଗା ଦର୍ଶନ

1 min
156


ବିନା ପ୍ରଭୁଙ୍କର ଦର୍ଶନେ

ଅନ୍ଧକାର ଏ ଜୀବନେ |

ତୁମକୁ ନଦେଖି ଜଗନ୍ନାଥେ

କିବା ଯିବି ମୁଁ ଏ ମୃତ୍ୟୁ ପଥେ |

ଦେଖିବି ମୁହିଁ ସେହି ବିଶାଳ ଚକ୍ଷୁ

ତଲ୍ଲୀନ ମୁଁ ହୋଇଯିବି ଦେଖି ଏ ଚକ୍ଷୁ |

ତୁମ ସମ୍ମୁଖେ ଜଳୁଥିବ ହୁ ହୁ ହୋଇ ଆଳତି

ତାକୁ ଇ ଗ୍ରହଣ କରିବା ହେଉ ମୋ ସଫଳ ହେ ଲକ୍ଷ୍ମୀପତି |

ଦୀପଟିଏ ଲଗାଇବି ତୁମରି ପାଖେ

ଲମ୍ବଦଣ୍ଡ ପକାଇ ତୁମକୁ ଇ ଭଜିବି ହେ ଜଗନ୍ନାଥେ |

ତୁମ ଚାରି ପାଖେ ବୁଲିବି ଦଶ ଘେରା

ଏ ଇଚ୍ଛା ମୋର ନହେଉ ପ୍ରଭୁ ଅଧୁରା |

ଭୋଜନ ସ୍ଥଳେ କରିବି ମହାପ୍ରସାଦ ସେବନ 

ଆହାର ସାରି ଘଡିଏ ଭଜିବି ତୁମରି ନାମ |

 ଜୀବନେ ସଫଳ ହେଉ ମୋର ଏ ଜଗା ଦର୍ଶନ 

ପ୍ରଭୁଙ୍କ ଦର୍ଶନେ ଆଲୋକମୟ ହେଉ ମୋ ଏ ଜୀବନ|



Rate this content
Log in