STORYMIRROR

Jogeswar Majhi

Others

3  

Jogeswar Majhi

Others

ଇଟାତ ଦୂଷିତ ଦୁନିଆଁ

ଇଟାତ ଦୂଷିତ ଦୁନିଆଁ

1 min
443


ଗାଡି ଚଲେ ଘୁର୍ ଘୁର୍

ଧୁଇଲ ଉଡେ ଫୁର୍ ଫୁର୍

ଦିନକ ଦିନ୍ ବଢ଼ୁଛେ ଯାନ୍ ବାହାନ୍

ମୁନୁଷ୍ ମାନ୍ କର ହେଉଛେ ହାନ୍

ମୁନୁଷ୍ କଲା ଗଛ କାଟି ବସାଠାନ୍

ବନ ଭୁଇଁ ହିଗଲାନ ନୁସକାନ୍

କଳ୍ କାର୍ ଖାନା ଦୂଷିତ୍ ପେନ୍

ଛାଡି ଦେଉଛନ୍ ନଇଁ ର ପେନ୍

ଦୂଷିତ ନଇଁର୍ ପେନ୍ ଆନି

ବେମାର ଭୋଗୁଛନ ଜାନି ଜାନି

ମୁନୁଷ କଲା ଚେରେ ଚେଙ୍ଗୁଳ ଆହାର

ହିଗଲା ଦୁନିଆ ଅନ୍ଧାର

ପଚାସଢା ଅଳିଆ ଯେତେ

ଖାଇ ଦେଶି ଭୋକର ମାତେ

ଦେଉଛନ ଜୀବ ଜନ୍ତୁ କେ ହାରୀ

କେନୁ ହେବା ଅଳିଆ ନାଳ ତରୀ

ଖେତେ ଦେଲେ ରାସାୟନିକ ସାର

ଉପକାରୀ କୀଟ ପତଙ୍ଗ ଜାନ୍ ହେସି ଛାର୍ ଖାର୍ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍