Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

AJ creativity

Others

3  

AJ creativity

Others

ଡିକାଶିନୀ

ଡିକାଶିନୀ

1 min
203



ପାହାନ୍ତି ସକାଳୁ ଟିଭି ଦେଖୁଥିଲି

ବୋଉ ଜାଚି ଦେଲେ ଚା

କହିଲେ ପୁଅରେ ଅମୁଲ ନାହିଁଟି

ଆଜି ଡିକାସିନି ଖା


ଚା ଦେଖି ସ୍ତବ୍ଧ ହେଲି ମୁଁ ରେ ମୁଗ୍ଧ

ଭାବନାରେ ହଜିଗଲି

ଡିକାସିନି ଦେହେ ରୂପ ଦେବାପାଇଁ

ମନେ ମୁଁ ସଙ୍କଳ୍ପ କଲି


ପୁରାଣ ପୋଥିରୁ ଇତିହାସ ଯାଏ

କାଡା ନାଲିପାଣି ଥିଲା

ଆଧୁନିକ ଏଇ ବିଞାନ ଯୁଗରେ

ତା ରୂପ ବଦଳି ଗଲା


ରୋଗ ନିବାରଣ ହିତର କାରଣ

ଡିକାସିନି ଚା ସିଏ

ଆଜିକାଲି ଏଇ ଫେସନ ବଜାରେ

ଟି , କଫି ସବୁ

ବେମାର ବଢାଇ ଦିଏ


ଆଜିର ବିଞାନ ହେଲାଣି ଅଞାନ

ବିଶ୍ବେ ମହାମାରୀ ଘାରେ

ତତଲା ତତଲା କାଡା ନାଲିପାଣି ( ଡିକାସିନି )

ମହାମାରୀ ତଡି ପାରେ ।


ଭୁଲଥିଲେ କ୍ଷମା ଦେବେ ।।


Rate this content
Log in