STORYMIRROR

Monalisa Dash

Others

2  

Monalisa Dash

Others

ବିଡମ୍ବନା

ବିଡମ୍ବନା

1 min
686


ମୁଁ ହିଁ ସଂସାରର ସର୍ବୋତ୍ତମ ସୃଷ୍ଟି

ହେଲେ ଜାଣିନି ମୁଁ ସୃଷ୍ଟିର ତାତ୍ପଯ୍ୟ

ଯୁଗ ଯୁଗରୁ ମୁଁ ଯୋଗୀ

ହେଲେ ଆଜି ଖୋଜୁଛି ଧ୍ୟାନଯୋଗରେ ନିଜକୁ

ମୋ ଭିତରେ ହିଁ ଆତ୍ମା ଆଉ ପରମାତ୍ମା

ହେଲେ କି ବିଡମ୍ବନା

ମୁଁ ପ୍ରତୀକ୍ଷା କରିଛି ପରମାତ୍ମାଙ୍କ ସହ ମିଶିବାକୁ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍