ଭିକାରୁଣୀ
ଭିକାରୁଣୀ

1 min

284
ମୁଁ ଭିକାରୁଣୀ ଅନାବିଳ ଈଶ୍ୱରୀୟ ପ୍ରେମର
ମୁଁ ଭିକାରୁଣୀ କାର୍ପଣ୍ୟହୀନ ସ୍ନେହ ମମତାର
ମୁଁ ଭିକାରୁଣୀ ସେହି ଅନିର୍ବଚନୀୟ ସତ୍ତାର
ଯିଏ ଜାଣେ ଜୀବନକୁ, ଜୀବନର ପରମ ସତ୍ୟକୁ
ମୁଁ ଭିକାରୁଣୀ ଜୀବନର, ଜୀବନ-ଆଲୋକର ଆଉ ଜୀବନ-ମୁକ୍ତିର !