Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abadhoot Panda

Others

2  

Abadhoot Panda

Others

ବିଦାୟୀ ଶରତ

ବିଦାୟୀ ଶରତ

1 min
137


ଶରତ ଯାଇଛି ଆମକୁ ଛାଡ଼ି ଚାଲି ଦୁନିଆ ବୁକୁରୁ l

ହେମନ୍ତ ଶିଶିର ସାଥେ ଜମାଇ ଦେଇଛି ଆସର ପହିଲା ଠାରୁ l

ମାତ୍ର ବିହଙ୍ଗ ଆସର ଯାଇଛି କମି ଜଳେ ସ୍ଥଳେ l

 ଦେଖଣାହାରୀ ସଭିଏଁ ବସିଛନ୍ତି ମୁହଁ ଶୁଖେଇ ଚିଲିକା ତୀରେ ପକ୍ଷୀବିଜ୍ଞାନୀଗଣଙ୍କ ମହଲେ ବିଚାରସନ୍ଦିଗ୍ଧ ବିହଙ୍ଗ ତତ୍ତ୍ୱ ନିରୀକ୍ଷଣେ l

ଓଡିଶା ମାଟିର କଳା ସଂସ୍କୃତି ଐତିହ୍ୟ ରକ୍ଷଣେ ଅନୁକ୍ଷଣେ l

2020- ହେମନ୍ତ ଶୀତ ଆଉ ବସନ୍ତର ସୁପ୍ରଭାବେ ସଂସାର ହେବାକୁ ଯାଉଛି ଶୋଭିତ l

ମାତ୍ର ଅରିବତ ଦାଉସାଧିଲା ଆଜି ବିଦେଶୀ ବେମାରୀ କରୋନା-ଅସତ l

ନୀଳାଦ୍ରୀବିହାରୀ ଦାରୁବ୍ରହ୍ମ ଗୋସାଇଁ ଅଭୟ ଦିଅନ୍ତି ଆମ ଓଡ଼ିଆ ଭାଇଙ୍କୁ l

ତାହାଙ୍କ ଭରସା ବଳରେ ଦମ୍ଭରେ ଚାଲିଛୁ ଆମେ ସ୍ୱରାଜ୍ୟଜାତିସଂସ୍କୃତି ର ମାନ ଯଶ ରଖିବାକୁ l

ପ୍ରାକୃତିକ ବିପର୍ଯ୍ୟୟ ମହାମାରୀ ର ନକରାତ୍ମକ ଦର୍ପ ମଧ୍ୟରେ ମଧ୍ୟ l

ଆଗେଇ ଯାଆନ୍ତି କର୍ମ କ୍ଷେତ୍ରେ ଓଡ଼ିଆ ଭାଇ ତଥାପି ଅଧୁନା ନାମକୀର୍ତ୍ତନଧନାତ୍ମକ ଉର୍ଜାରେ ଅସାଧ୍ୟ କର୍ମକୁ କରିବାକୁ ସାଧ୍ୟ l


Rate this content
Log in