STORYMIRROR

Suhasini Pattanayak

Others

3  

Suhasini Pattanayak

Others

ଅନ୍ଧାର ଦୁରେଇ ପାରିବ

ଅନ୍ଧାର ଦୁରେଇ ପାରିବ

1 min
137

କଣ ଅନ୍ଧାର ଦୁରେଇ ପାରିବ ଟିକି ଦୀପଟିଏ ହେଇ, 

ଲୁହକୁ ମୋର ତୁମ ଦୀପରେ ଢାଳି, କଣ ଜାଳି ଦେଇ ପାରିବ ସବୁ ଦୁଃଖକୁ ମୋର

ଅନ୍ଧାର ଭରା ଏହି ଶୂନ୍ୟ ପୃଥିବୀକୁ ମୋର, କଣ ଆଲୋକିତ କରି ଦେଇ ପାରିବ ନିଜେ ଜଳି ଯାଇ

ଖଣ୍ଡିଏ ସଳିତା ହେଇ ସଦା ଜଳୁଥିବି ଦିକ୍ ଦିକ୍ ହେଇ, ତୁମ ଅନ୍ଧାର ଦୂରେଇବା ପାଇଁ

ଫୁଲର ସାହାରା ନେଇ ଆଗକୁ ଆଉ ତୁମ ପାଖକୁ ଆସି ସାରିଛି,

ଏବେ ଆଲୋକିତ କରି ବିଦାୟ ଦିଅ ମତେ...

ଜଳିବାକୁ ଚାହେଁ ତୁମ ଆଗରେ ଜାଳିବାକୁ ଚାହେଁ, ସବୁ ପ୍ରତିବନ୍ଧକକୁ...

ଆରମ୍ଭ ତୁମ ଠାରୁ ହେଲେ ଶେଷ ମୁଁ କରିବି,ଯାହା ଅପେକ୍ଷାରେ ତୁମେ ନୂହେଁ ମୁଁ ସଦା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍