Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

satyajit swain

Others

3  

satyajit swain

Others

ଆଜି ମୁଁ ନିରୁର୍ଦ୍ଦିଷ୍ଟ

ଆଜି ମୁଁ ନିରୁର୍ଦ୍ଦିଷ୍ଟ

1 min
142



ଆଜି ମୁଁ' ନିରୁର୍ଦ୍ଦିଷ୍ଟ 

ସମୟର ଚକ୍ରବିହ୍ୟୁରେ 

ଫସି ଯାଇଥିବା ବିଚରା ଅଭିମନ୍ୟୁ ପରି ||


ଅବା ହଜି ଯାଇଛି ସପନକୁ  

ପୁରା କରିବାପାଇଁ ଦୌଡୁଥିବା ବିଶାଳ ଭିଡ଼ରେ ||


ଅବା ଆତ୍ମୀୟତାର ମିଛ ଦ୍ୱାହି ଦେଇ

ନିଜ କାମ ହାସଲ କରିନେଉଥିବା କିଛି  

ସ୍ୱଘୋଷିତ ଆତ୍ମୀୟଙ୍କ ମାୟାଜାଲରେ ||


ଅବା କେଉଁ ଅଜଣା ରୂପସୀର  

ମିଠା ମିଠା କଥାର ନାଗଫାଶରେ ||


ନିଜକୁ ମୁଁ' ଖୋଜେ ଯେବେ ଆଜି  

ପାଏ କେଉଁ ଅନ୍ଧାର ଦୁନିଆର ଅଜଣା କୋଣରେ ||


ଶୂନ୍ୟରୁ ଶୁଭୁଥିବା ଅଜଣା ସ୍ୱର କହିଯାଏ  

କାନେ ମୋର "ଆଜି ମୁଁ ନିରୁର୍ଦ୍ଦିଷ୍ଟ" ||



Rate this content
Log in