STORYMIRROR
ଶିକ୍ଷା...
ଶିକ୍ଷା ଶକତି ଦିଏ...
ଶିକ୍ଷା ଶକତି...
“
ଶିକ୍ଷା ଶକତି ଦିଏ ମଣିଷ କୁ
ଶିକ୍ଷା ରେ ମଣିଷ ଜାଣେ ଭାବନାକୁ।
ଶିକ୍ଷା ନ ଥାଏ ଯେଉଁ ମଣିଷ ର
ମଣିଷ ରେ ଗଣି ପାଏନି ଆଦର।
ଶିକ୍ଷା ଦେଖାଏ ଆଲୋକ ର ପଥ
ଶିକ୍ଷା ରେ ଚାଲଇ ଶୁଭ୍ର ଜ୍ଞାନ ରଥ।
ଗୌରୀ ପଣ୍ଡା ଜୟପୁର
”
1024
More english quote from Gouri Panda
Similar english quote from Abstract
Download StoryMirror App