STORYMIRROR
ସେଦିନ...
ସେଦିନ ବାଡି ସଫା...
ସେଦିନ ବାଡି...
“
ସେଦିନ ବାଡି ସଫା କରୁଥିବା ସମୟରେ
ଦୁଇଟି ବଡ ଆମ୍ବ ଗଛ ମୁଁ କାଟି ଦେଲି
ପଞ୍ଚମ ରେ ପଢୁଥିବା ମୋ ଝିଅ ପଚାରି ଦେଲା
" ବାପା ତମେ କେତୋଟି ଗଛ ଲଗେଇଛ ? "
ମୁଁ ନୀରବ
P.S.O
”
125
More english quote from Parameswar Ojha
Similar english quote from Abstract
Download StoryMirror App